ଆପଣ କ'ଣ ଭୟ କରିବେ କି ପ୍ରାକୃତିକ ବିପର୍ଯ୍ୟୟକୁ , ଯେ ପର୍ଯ୍ୟନ୍ତ ଫସଲ ବୀମା ଯୋଜନା ରହିଛି ଆପଣଙ୍କ ସାଥିରେ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କୃଷକଙ୍କ ଫସଲକୁ ସୁରକ୍ଷିତ ରଖିଥାଏ । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ ନଷ୍ଟ ହେଲେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଏ । ତେଣୁ ଯେତେ ଶୀଘ୍ର ସମ୍ଭବ ଆପଣଙ୍କ ନିକଟସ୍ଥ ସେବା କେନ୍ଦ୍ରକୁ ଯାଆନ୍ତୁ ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ କରନ୍ତୁ ଏବଂ ଆପଣଙ୍କ ଫସଲକୁ ସୁରକ୍ଷିତ କରନ୍ତୁ । #FasalBimaKaraaoSurakshaKawachPao #Rabi2024-25 #EnrollmentPost #Odisha #KrishiRakshaPortalHelpline14447 #CropInsuranceWeek #फसलबीमासप्ताह #PMFBY4Farmers #AtmanirbharKisan #PradhanmantriFasalBimaYojana #AtmanirbharKrishi #RelianceGeneralInsurance #InsureToEnsure #Tech+❤️ #LiveSmart